Jharsuguda News: ଭାଇଭଉଣୀଙ୍କ ସମେତ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ | OTV Khabar.

Jharsuguda News:ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର।

source https://khabar.odishatv.in/odisha/5-members-of-a-family-attempt-to-suicide-1/183153/

odianewspaper

Leave a Reply

Your email address will not be published. Required fields are marked *