ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି | OTV Khabar.

ଭୁବନେଶ୍ୱର: ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ମଧ୍ୟ ଅଛନ୍ତି ସତ୍ୟଜିତ ମହାନ୍ତି।

source https://khabar.odishatv.in/odisha/satyajit-mohanty-takes-charge-as-fire-dg/183056/

odianewspaper

Leave a Reply

Your email address will not be published. Required fields are marked *